Homeବଦଳିଲେ ବସ୍ତା କୋର୍ଟ ଜର୍ଜ ସିଲଭାଷା ବଡ଼ଜେନା; ସରକାରୀ ଓକିଲଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ବଦଳିଲେ ବସ୍ତା କୋର୍ଟ ଜର୍ଜ ସିଲଭାଷା ବଡ଼ଜେନା; ସରକାରୀ ଓକିଲଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ବଦଳିଲେ ବସ୍ତା କୋର୍ଟ ଜର୍ଜ ସିଲଭାଷା ବଡ଼ଜେନା; ସରକାରୀ ଓକିଲଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ବସ୍ତା କୋର୍ଟର ଜର୍ଜ ସିଲଭାଷା ବଡ଼ଜେନାଙ୍କ ନିକଟରେ ବଦଳି ହୋଇଛି | ଏପ୍ରିଲ ୧୭ ପର୍ଯ୍ୟନ୍ତ ସେ ବସ୍ତାରେ କାର୍ଯ୍ୟ କରିଥିବା ବେଳେ ବରପାଲି ବରଗଡ଼କୁ ସେ ବଦଳି ହୋଇଛନ୍ତି | ଏହି ପରିପ୍ରେକ୍ଷୀରେ ସରକାରୀ ଓକିଲଙ୍କ ପକ୍ଷରୁ ଶ୍ରୀମତୀ ବଡ଼ଜେନାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଛି | କ୍ୟାଡର ଏପିପି ଅସିତ ରଞ୍ଜନ ନାୟକ, ଏପିପି ପରେଶ କୁମାର ବେହେରା, ତାପସ ରଂଜନ ପ୍ରଧାନ, ରାଧାଗୋବିନ୍ଦ ବେହେରା, ପୂର୍ବତନ ସରକାରୀ ଓକିଲ ଜିତେନ୍ଦ୍ର ଉପାଧ୍ୟାୟ,ବାରର ସଭାପତି ଗୌତମ ମହାନ୍ତି, ସମ୍ପାଦକ ପ୍ରସନ୍ନ କୁମାର ଜେନା, ଓକିଲ ଅର୍ଜୁନ ଜେନା, ଏବଂ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ | ପ୍ରକାଶ ଥାଉକି, ଶ୍ରୀମତୀ ବଡ଼ଜେନା ବସ୍ତାରେ ୩ ବର୍ଷ କାର୍ଯ୍ୟ କରିଥିବା ବେଳେ ନିକଟରେ ଗୋଟିଏ ଦିନରେ ଦୁଇଟି କ୍ରିମିନାଲ କେଶରେ ଦଣ୍ଡ ପ୍ରକାଶ କରିଥିଲେ | https://risingutkal.in/wp-content/uploads/2026/04/VID-20260418-WA0066.mp4
ଗାଜା ପଟ୍ଟିରେ ଇସ୍ରାଏଲର ଭୟଙ୍କର ଗୁଳି ବର୍ଷା; ଦିନକରେ ୨୦୦ ମୃତ ରାଇଜିଂ ଉତ୍କଳ ଦୀର୍ଘଦିନ ଧରି ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଏଯାଏ ଘଟିନି | ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା…
ବଦଳିଲେ ବସ୍ତା କୋର୍ଟ ଜର୍ଜ ସିଲଭାଷା ବଡ଼ଜେନା; ସରକାରୀ ଓକିଲଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ବସ୍ତା କୋର୍ଟର ଜର୍ଜ ସିଲଭାଷା ବଡ଼ଜେନାଙ୍କ ନିକଟରେ ବଦଳି ହୋଇଛି…
ମଧ୍ୟପ୍ରଦେଶ ବିଧାନସଭାରେ ଆରମ୍ଭରୁ ବିବାଦ: ନେହେରୁଙ୍କ ସ୍ଥାନରେ ଆମ୍ବେଦକରଙ୍କ ଫଟୋକୁ ନେଇ ତାତିଲା କଂଗ୍ରେସ ରାଇଜିଂ ଉତ୍କଳ ମଧ୍ୟପ୍ରଦେଶରେ ନିର୍ବାଚନ ସରିବା ପରେ ସୋମବାର ଠାରୁ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି | ମାତ୍ର ଅଧିବେଶନ ଆରମ୍ଭରୁ ଗୃହରେ ବିବାଦ…